Advertisment

ଲକିଙ୍କୁ ତାକତ୍ ଦେଖାଇଲେ ମହେଶ୍ୱର

ରାଜ୍ୟ ବିଜେଡିର ବରିଷ୍ଠ ନେତା ମହେଶ୍ୱର ମହାନ୍ତି। ପୁରୀରେ ବିଶାଳ ପଦଯାତ୍ରା କରି କାଉଣ୍ଟର କରିଛନ୍ତି ଲକିଙ୍କୁ। କିଛିଦିନ ତଳେ ଲକି ବିଶାଳ ରାଲିକରି ମହେଶ୍ୱରଙ୍କୁ ଚକମା ଦେଖାଇଥିଲେ। ମହେଶ୍ୱର ରାଲି କରିବା ସହ ପୁରୀର ବିକାଶ ପାଇଁ କଣ କରିଛନ୍ତି ତାହା ବଖାଣିଛନ୍ତି। ଜଣେ ବିଜେଡି ଶକ୍ତିଶାଳୀ ଗ୍ରୁପର ପାଖ ଲୋକ ଥିବାବେଳେ ଅନ୍ୟ ଜଣେ ବିରୋଧୀ।

ଲକିଙ୍କୁ ତାକତ୍ ଦେଖାଇଲେ ମହେଶ୍ୱର

maheswar

Advertisment

ରାଜ୍ୟ ବିଜେଡିର ବରିଷ୍ଠ ନେତା ମହେଶ୍ୱର ମହାନ୍ତି। ପୁରୀରେ ବିଶାଳ ପଦଯାତ୍ରା କରି କାଉଣ୍ଟର କରିଛନ୍ତି ଲକିଙ୍କୁ। କିଛିଦିନ ତଳେ ଲକି ବିଶାଳ ରାଲିକରି ମହେଶ୍ୱରଙ୍କୁ ଚକମା ଦେଖାଇଥିଲେ। ମହେଶ୍ୱର ରାଲି କରିବା ସହ ପୁରୀର ବିକାଶ ପାଇଁ କଣ କରିଛନ୍ତି ତାହା ବଖାଣିଛନ୍ତି। ଜଣେ ବିଜେଡି ଶକ୍ତିଶାଳୀ ଗ୍ରୁପର ପାଖ ଲୋକ ଥିବାବେଳେ ଅନ୍ୟ ଜଣେ ବିରୋଧୀ।

Advertisment

Puri Bjd Bjd Politics Naveen Patanik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe