Advertisment

ହାର ମାନିଗଲେ ଦିଦି!

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉଡୁଥିବା ରଙ୍ଗକୁ ନେଇ ଏବେ ଦେଶ ତମାମ ଚର୍ଚ୍ଚା। ଯଶୱନ୍ତ ବିରୋଧୀ ମେଣ୍ଟର ପ୍ରାର୍ଥୀ ହେବା ପରଠୁ ଦିଦି ଘନ ଘନ ବୈଠକ କରି ରଣନୀତି ପ୍ରସ୍ତୁତ କରିଥିଲେ। ଆଉ ଏବେ କହୁଛନ୍ତି ଶାସକ ଏନଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କ ଜିତିବା ଚାନ୍ସ ବେଶି।

ହାର ମାନିଗଲେ ଦିଦି!

didi

Mamata Didi Droupadi Murmu Yashwant Sihna
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe