ଗୋବିନ୍ଦଙ୍କ ବାହନ ରାଧେ

ରାଧେକୁ ଧରି ସବୁ ହୀନ ଷଡ଼ଯନ୍ତ୍ରକୁ ବାସ୍ତବତାର ରୁପ ଦେଇଥିଲା ଗୋବିନ୍ଦ । ମମିତାକୁ ହତ୍ୟା କରି କାରରେ ଆଣି ରଖିଥିଲେ 9 ଘଣ୍ଟା । ଅନ୍ଧାରରେ ମମିତା ଶବକୁ ନେବାକୁ ଗୋବିନ୍ଦକୁ ସାହାଯ୍ୟ କରିଥିଲା ରାଧେ