Advertisment

ପାଉଁଜି ସାଜିବ ଫାଶୀ ଦଉଡି !

ପୋତି ଦେଲେ ମୃତ ଦେହ, ହେଲେ ସାକ୍ଷୀ ରହିଲା ପାଉଁଜି। ଅଭିଯୁକ୍ତଙ୍କ ପାଇଁ ଫାଶୀ ଦଉଡ଼ି ସାଜିବ ପାଦର ପାଉଁଜି। ସାମ୍ନାକୁ ଆସିବ ମାଟି ତଳର ଲୋମହର୍ଷଣ କାହାଣୀ। ଖୋଲିବ ଗୋବିନ୍ଦଙ୍କ ଗୁମର, ସାମ୍ନାକୁ ଆସିବ ସତ। ସତ କେବେ ମାଟି ତଳେ ପୋତି ରହିଛି ନା’ ରହିବ।

author-image
Manasi Mohapatra
ଅଦ୍ୟତନ ହୋଇଛି
ପାଉଁଜି ସାଜିବ ଫାଶୀ ଦଉଡି !

maxresdefault (12) (1)

ପୋତି ଦେଲେ ମୃତ ଦେହ, ହେଲେ ସାକ୍ଷୀ ରହିଲା ପାଉଁଜି। ଅଭିଯୁକ୍ତଙ୍କ ପାଇଁ ଫାଶୀ ଦଉଡ଼ି ସାଜିବ ପାଦର ପାଉଁଜି। ସାମ୍ନାକୁ ଆସିବ ମାଟି ତଳର ଲୋମହର୍ଷଣ କାହାଣୀ। ଖୋଲିବ ଗୋବିନ୍ଦଙ୍କ ଗୁମର, ସାମ୍ନାକୁ ଆସିବ ସତ। ସତ କେବେ ମାଟି ତଳେ ପୋତି ରହିଛି ନା’ ରହିବ।

Advertisment

Odisha Odisha Reporter Mamita Murder Case