କିଏ ଏହି ବଙ୍ଗାଳୀ ଦାଦା ?

ମମୀତା ହତ୍ୟାକାଣ୍ଡ ଘଟଣାକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଏବେ ଚର୍ଚ୍ଚାକୁ ଆସିଛନ୍ତି ଦୁଇ ବଙ୍ଗାଳି ଦାଦା . ପଶ୍ଚିମବଂଗ ଅଂଚଳର ଏହି ଦୁଇ ଜଣଙ୍କୁ ଡାକି ମାଜିଷ୍ଟ୍ରଟଙ୍କ ସାମ୍ନାରେ ବୟାନ ରେକର୍ଡ କରିଛି ପୋଲିସ.