Advertisment

ମୁକସାକ୍ଷୀ ରାୟପୁରର କୁଲ୍‌ ହୋମ୍‌!

ବ୍ଲକ-E, ଫ୍ଲାଟ୍‌ ନମ୍ବର-203 । ରାୟପୁର ସ୍ଥିତ କ୍ୟାପଟେନ୍‌ଙ୍କ କୁଲ୍‌ ହୋମ୍‌ ଆପାର୍ଟମେଣ୍ଟ ଏବେ ରହସ୍ୟ ଘେରରେ । ଏ ହେଉଛି ସେହି ଫ୍ଲାଟ୍‌ ଯାହା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ରହିଛି । ୧୨୧୪ ସ୍କ୍ୱାୟାର୍‌ ଫୁଟ୍‌ର ଏ ହେଉଛି ସେହି ଘର, ଯେଉଁ ଘରକୁ ନେଇ ଏବେ ହୁଲସ୍ତୁଲ ରାଜ୍ୟ ରାଜନୀତି ।

ମୁକସାକ୍ଷୀ ରାୟପୁରର କୁଲ୍‌ ହୋମ୍‌!

maxresdefault (23)

Advertisment

ବ୍ଲକ-E, ଫ୍ଲାଟ୍‌ ନମ୍ବର-203 । ରାୟପୁର ସ୍ଥିତ କ୍ୟାପଟେନ୍‌ଙ୍କ କୁଲ୍‌ ହୋମ୍‌ ଆପାର୍ଟମେଣ୍ଟ ଏବେ ରହସ୍ୟ ଘେରରେ । ଏ ହେଉଛି ସେହି ଫ୍ଲାଟ୍‌ ଯାହା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ରହିଛି । ୧୨୧୪ ସ୍କ୍ୱାୟାର୍‌ ଫୁଟ୍‌ର ଏ ହେଉଛି ସେହି ଘର, ଯେଉଁ ଘରକୁ ନେଇ ଏବେ ହୁଲସ୍ତୁଲ ରାଜ୍ୟ ରାଜନୀତି ।

Advertisment

Odisha Odisha Reporter Mamita Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe