/odisha-reporter/media/post_attachments/uploads/2021/11/maxresdefault-10-1-1.jpg)
maxresdefault (10) (1)
ମହିଳାଙ୍କ ସୁରକ୍ଷା ପାଇଁ ଅଂଟା ଭିଡ଼ିଲେ ମହିଳା ନେତ୍ରୀ । ବହୁ ଚର୍ଚ୍ଚିତ ମହିଳା ଅଞ୍ଜନା ମିଶ୍ର ଆସିଲେ ସାମ୍ନାକୁ । ମମତା ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କଲେ । ଯେହେତୁ ପୋଲିସ ଚାପରେ ଅଛି ତେଣୁ ତଦନ୍ତ ବାଟବଣା ହେଉଛି ବୋଲି ଚର୍ଚ୍ଚା ହେଉଛି । ସ୍ୱଚ୍ଛ ଆଉ ନିରପେକ୍ଷ ତଦନ୍ତ ହେଲେ ନ୍ୟାୟ ମିଳିବ ବୋଲି କହିଛନ୍ତି ଅଞ୍ଜନା ମିଶ୍ର
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
