ମହିଳାଙ୍କ ସୁରକ୍ଷା ପାଇଁ ଅଂଟା ଭିଡ଼ିଲେ ମହିଳା ନେତ୍ରୀ । ବହୁ ଚର୍ଚ୍ଚିତ ମହିଳା ଅଞ୍ଜନା ମିଶ୍ର ଆସିଲେ ସାମ୍ନାକୁ । ମମତା ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କଲେ । ଯେହେତୁ ପୋଲିସ ଚାପରେ ଅଛି ତେଣୁ ତଦନ୍ତ ବାଟବଣା ହେଉଛି ବୋଲି ଚର୍ଚ୍ଚା ହେଉଛି । ସ୍ୱଚ୍ଛ ଆଉ ନିରପେକ୍ଷ ତଦନ୍ତ ହେଲେ ନ୍ୟାୟ ମିଳିବ ବୋଲି କହିଛନ୍ତି ଅଞ୍ଜନା ମିଶ୍ର
https://www.youtube.com/watch?v=DL4zyUFYjM0