ପାଟି ଖୋଲିବ ତ ପାଣି ମାଡ

ସମ୍ବଲପୁରରୁ ବାଲେଶ୍ବର କଳାହାଣ୍ଡିରୁ ଭୁବନେଶ୍ବର ସବୁଠି ପ୍ରତିବାଦ ସବୁଠି ବିକ୍ଷୋଭ। ଆଉ ସମସ୍ତଙ୍କର ଗୋଟିଏ ଦାବି ମମିତାଙ୍କୁ ନ୍ୟାୟ ଦିଅ ଓ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା। ବିଜେପି ଜୋରଦାର ବିକ୍ଷୋଭ ଏମିତି ହୋଇଥିଲା କି ପୋଲିସ ଲାଠି ମାଡ ଓ ପାଣି ମାଡ କରିଥିବା ଦେଖିବାକୁ ମିଳିଛି।