maxresdefault (18) (1)
Advertisment
ସମ୍ବଲପୁରରୁ ବାଲେଶ୍ବର କଳାହାଣ୍ଡିରୁ ଭୁବନେଶ୍ବର ସବୁଠି ପ୍ରତିବାଦ ସବୁଠି ବିକ୍ଷୋଭ। ଆଉ ସମସ୍ତଙ୍କର ଗୋଟିଏ ଦାବି ମମିତାଙ୍କୁ ନ୍ୟାୟ ଦିଅ ଓ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା। ବିଜେପି ଜୋରଦାର ବିକ୍ଷୋଭ ଏମିତି ହୋଇଥିଲା କି ପୋଲିସ ଲାଠି ମାଡ ଓ ପାଣି ମାଡ କରିଥିବା ଦେଖିବାକୁ ମିଳିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/11/maxresdefault-18-1.jpg)