Advertisment

ମନ୍ତ୍ରୀଙ୍କୁ ପାଖରେ ବସାଇବେ ତ ମୁଖ୍ୟମନ୍ତ୍ରୀ?

ଆସନ୍ତା 8 ତାରିଖରେ ଶାସକ ବିଜେଡି ଦଳ ପାଇଁ ହୁଏତ ଏକ ବଡ଼ ଅଡୁଆ ସ୍ଥିତି ସୃଷ୍ଟି ହେବାକୁ ଯାଉଛି। କାରଣ, 8 ତାରିଖରେ କଳାହାଣ୍ଡି ଜିଲ୍ଲାକୁ ବିଜୁ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ସେଇ କଳହାଣ୍ଡି ଜିଲ୍ଲା ଏବେ, ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ରହିଛି। ଆଉ ଏକାଧିକ ଅଭିଯୋଗ ଘେରରେ ଅଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର। ଏବେ ପ୍ରଶ୍ନ ଉଠୁଛି- ମନ୍ତ୍ରୀଙ୍କୁ ପାଖରେ ବସାଇବେ ତ […]

author-image
Manasi Mohapatra
ଅଦ୍ୟତନ ହୋଇଛି
ମନ୍ତ୍ରୀଙ୍କୁ ପାଖରେ ବସାଇବେ ତ ମୁଖ୍ୟମନ୍ତ୍ରୀ?

maxresdefault (6) (1)

ଆସନ୍ତା 8 ତାରିଖରେ ଶାସକ ବିଜେଡି ଦଳ ପାଇଁ ହୁଏତ ଏକ ବଡ଼ ଅଡୁଆ ସ୍ଥିତି ସୃଷ୍ଟି ହେବାକୁ ଯାଉଛି। କାରଣ, 8 ତାରିଖରେ କଳାହାଣ୍ଡି ଜିଲ୍ଲାକୁ ବିଜୁ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ସେଇ କଳହାଣ୍ଡି ଜିଲ୍ଲା ଏବେ, ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ରହିଛି। ଆଉ ଏକାଧିକ ଅଭିଯୋଗ ଘେରରେ ଅଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର। ଏବେ ପ୍ରଶ୍ନ ଉଠୁଛି- ମନ୍ତ୍ରୀଙ୍କୁ ପାଖରେ ବସାଇବେ ତ ମୁଖ୍ୟମନ୍ତ୍ରୀ ?

Advertisment

Odisha Reporter Mamita Mehar Odisha