ସ୍କାନରରେ ମନ୍ତ୍ରୀଙ୍କ ସହଯୋଗୀ

ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ଘନିଷ୍ଠ ସହଯୋଗୀ ଦିନେଶ ବଗର୍ତ୍ତି ଓ ମହେଶ ସାହୁ ଏବେ ବିରୋଧିଙ୍କ ସ୍କାନରରେ ଯେଉଁ ଦୁଇ ସହଯୋଗୀ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମସ୍ତ ରାଜନୈତିକ ଓ ସାମାଜିକ କାର୍ଯ୍ୟକ୍ରମ ବୁଝିଥାନ୍ତି