Advertisment

ଶୁଖୁନି ଲୁହ, ମାଗୁଛି ନ୍ୟାୟ

ଚାହୁ ଚାହୁଁ ମାସେ ବିତିଗଲା । ଝିଅ ଘରୁ ପାଦ କାଢି ଯାଇଛି, ଆଉ ଫେରିନି । ବ୍ୟବସ୍ଥା ଆଗରେ ଅସହାୟ ହୋଇ ପଡିଛନ୍ତି ବାପା-ମା’। ଝିଅକୁ ଝୁରି ଝୁରି ଅସୁସ୍ଥ ହୋଇପଡୁଛି ମା’ । ମମିତାଙ୍କ ପାଇଁ ସବୁଆଡେ ପଡିଛି ହୁରି । ଅକ୍ଟୋବର ମାସ ଆଜିର ଦିନରେ ଘରକୁ ଯେମିତି କାଳ ମାଡି ଆସିଥିଲା। ଘରର ରୋଜଗାରିଆ ଝିଅକୁ ପାଖରୁ ଛଡାଇ ନେଇଥିଲା ମଣିଷ ରୂପୀ ଯମ ।

author-image
Manasi Mohapatra
ଶୁଖୁନି ଲୁହ, ମାଗୁଛି ନ୍ୟାୟ

maxresdefault (16) (1)

ଚାହୁ ଚାହୁଁ ମାସେ ବିତିଗଲା । ଝିଅ ଘରୁ ପାଦ କାଢି ଯାଇଛି, ଆଉ ଫେରିନି । ବ୍ୟବସ୍ଥା ଆଗରେ ଅସହାୟ ହୋଇ ପଡିଛନ୍ତି ବାପା-ମା'। ଝିଅକୁ ଝୁରି ଝୁରି ଅସୁସ୍ଥ ହୋଇପଡୁଛି ମା' । ମମିତାଙ୍କ ପାଇଁ ସବୁଆଡେ ପଡିଛି ହୁରି । ଅକ୍ଟୋବର ମାସ ଆଜିର ଦିନରେ ଘରକୁ ଯେମିତି କାଳ ମାଡି ଆସିଥିଲା। ଘରର ରୋଜଗାରିଆ ଝିଅକୁ ପାଖରୁ ଛଡାଇ ନେଇଥିଲା ମଣିଷ ରୂପୀ ଯମ ।

Advertisment

Odisha Odisha Reporter Mamita Murder Case Mamita