Advertisment

ସତ୍ୟ ମେବ ଜୟ ତେ…

ମମିତାଙ୍କ ଘରେ ଦୀପାବଳିରେ ଖୁସିର ଦୀପଟିଏ ଜଳିପାରିଲାନି ଏହା କ’ଣ ମିଛ?ପ୍ରାୟ ମାସେ ହେଲାଣି ଝିଅର ମୃତ୍ୟୁକୁ ଭୁଲି ପାରୁନାହାନ୍ତି ପରିବାର ଏହା କ’ଣ ମିଛ? ରୋଜଗାରିଆ ଝିଅ ଚାଲିଗଲା, ଘରର ଆର୍ଥିକ ସ୍ଥିତି ଦୋହଲି ଗଲା ଇଏ କ’ଣ ମିଛ? ଏମିତି ଅନେକ ସତ୍ୟ ରହିଛି, ଯାହା ରାଜନୈତିକ ଟଣାଓଟଣା ଭିତରେ ପରିବାରର ଦୁଃଖ ହୁଏତ କାହାରିକୁ ଦେଖାଯାଉନି।

author-image
Manasi Mohapatra
ଅଦ୍ୟତନ ହୋଇଛି
ସତ୍ୟ ମେବ ଜୟ ତେ…

maxresdefault (15) (1)

ମମିତାଙ୍କ ଘରେ ଦୀପାବଳିରେ ଖୁସିର ଦୀପଟିଏ ଜଳିପାରିଲାନି ଏହା କ’ଣ ମିଛ?ପ୍ରାୟ ମାସେ ହେଲାଣି ଝିଅର ମୃତ୍ୟୁକୁ ଭୁଲି ପାରୁନାହାନ୍ତି ପରିବାର ଏହା କ’ଣ ମିଛ? ରୋଜଗାରିଆ ଝିଅ ଚାଲିଗଲା, ଘରର ଆର୍ଥିକ ସ୍ଥିତି ଦୋହଲି ଗଲା ଇଏ କ’ଣ ମିଛ? ଏମିତି ଅନେକ ସତ୍ୟ ରହିଛି, ଯାହା ରାଜନୈତିକ ଟଣାଓଟଣା ଭିତରେ ପରିବାରର ଦୁଃଖ ହୁଏତ କାହାରିକୁ ଦେଖାଯାଉନି।

Advertisment

Odisha BjD Odisha Reporter Mamita Murder Case Mamita Bjp Protest