‘ଉଠୁଛି ପଡୁଛି କଳାହାଣ୍ଡି’

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଉପରେ ନଜର, କାଲି କଳାହାଣ୍ଡି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ବିରୋଧୀ ଖଡ଼ଗହସ୍ତ କଂଗ୍ରେସ ଦେଇଛି ପବ୍ଲିକ କର୍ଫ୍ୟୁ ଡାକରା,ବିଜେପିର ଜନତା କର୍ଫ୍ୟୁ।