ଅଦ୍ୟତନ ହୋଇଛି
maxresdefault (6) (1)
Advertisment
ଫିଟୁଛି ମହାଲିଙ୍ଗ କଲେଜର ଗୁମର । କଲେଜ ଭିତରେ ଚାଲିଥିଲା ଯୌନ କେଳେଙ୍କାରୀ । ପୂର୍ବରୁ ଅଭିଯୋଗ କରିଥିଲେ ମମିତାଙ୍କ ବାପା । ଏବେ ପୋଲିସ ରିପୋର୍ଟ ବି କହିଲା ସତ । ଯୌନ ନିର୍ଯାତନା ଅଭିଯୋଗ ସଂପର୍କରେ ଡିଆଇଜି ଦୀପକ କୁମାର ନୀରବ । ଅନୈତିକ କାର୍ଯ୍ୟ ଦିଗରେ ତଦନ୍ତର ଫୋକସ୍ ରହୁନି କାହିଁକି ।ମହାଲିଙ୍ଗ ଆଂଚଳିକ ମହାବିଦ୍ୟାଳୟରେ ଦିଆଯାଉଥିଲା ଯୌନ ଉତ୍ପୀଡ଼ନ!
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/11/maxresdefault-6-1-1.jpg)