ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ କ୍ରାଇମବ୍ରାଞ୍ଚ ସ୍ପଷ୍ଟ କଲା ଦୁର୍ଘଟଣାଜନିତ ମୃତ୍ୟୁ। ପତ୍ନୀଙ୍କ ବିଦ୍ୟାଭାରତୀଙ୍କ ଅବହେଳା ଯୋଗୁଁ ସୌମ୍ୟଙ୍କ ଘଟିଲା। ଏଇ ଘଟଣାରେ ସରକାରଙ୍କ ଜଙ୍ଗଲମନ୍ତ୍ରୀ ବିକ୍ରିଖକେଶରୀ ଆରୁଖ ନାଁ ମଧ୍ୟ ଉଠିଲା। କିନ୍ତୁ ସେ ଖସିଗଲେ, ଏବେ ମମିତା ଘଟଣାରେ ବିରୋଧୀଙ୍କ ଟାର୍ଗେଟରେ ଗୃହରାଷ୍ଟ୍ରମନ୍ତ୍ରୀ , ଲୋକେ କହୁଛନ୍ତି ଫସିଗଲେ କି ମନ୍ତ୍ରୀ !
https://www.youtube.com/watch?v=S3pYTfjhTIg
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଅଣନିଃଶ୍ୱାସୀ କରୁଛି ରାଜଧାନୀ ପ୍ରଦୂଷଣ: କାଲି ଠାରୁ ଏହି ସବୁ କାମ ବନ୍ଦ
ବୁଧବାର ସକାଳୁ ଏପରି ସ୍ଥିତି ଲାଗି ରହିଥିବା ବେଳେ ଦିଲ୍ଲୀରେ ବାୟୁର ଗୁଣବତ୍ତା ସାଂଘାତିକ ସ୍ତରକୁ ଖସି ଯାଇଛି। ଏବେ ଦିଲ୍ଲୀର ଏକାଧିକ ଅଞ୍ଚଳରେ ବାୟୁର ଗୁଣବତ୍ତା ସୂଚକାଙ୍କ ୪୦୦ ଉପରେ ରହିଛି।
National
ଦିଲ୍ଲୀ ମେୟର ନିର୍ବାଚନରେ ବିଜେପିକୁ ଝଟକା, ବାଜି ମାରିନେଲା ଆପ୍
ଦିଲ୍ଲୀ ମେୟର ନିର୍ବାଚନରେ ଆପ୍ ପ୍ରାର୍ଥୀ ମହେଶ କୁମାର ଖିଞ୍ଚି ବିଜୟୀ। ୧୦ ଆପ୍ କାଉନସିଲରଙ୍କ କ୍ରସ୍ ଭୋଟିଂ ସତ୍ତ୍ୱେ ବିଜେପିକୁ ଝଟକା।
National
ଆନ୍ଦୋଳନକୁ ଡରିଗଲେ ଯୋଗୀ ସରକାର! ସ୍ଥଗିତ ରହିଲା ପରୀକ୍ଷା
RO ଏବଂ ARO ପରୀକ୍ଷାକୁ ସ୍ଥଗିତ ରଖିଛି ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ। ଏହା ସହିତ ପିସିଏସ୍ ପରୀକ୍ଷା ଗୋଟିଏ ଦିନରେ ଗୋଟିଏ ଶିଫ୍ଟରେ ହେବା ନେଇ UPPSCର ଘୋଷଣା।
Technology
ପାର୍ବଣରେ ହାଇ ଡିମାଣ୍ଡ, ଭାରତରେ ବିକ୍ରି ହୋଇଛି ୩.୯୩ ଲକ୍ଷ କାର୍
ଚଳିତ ବର୍ଷ ପାର୍ବଣ ଋତୁରେ ରେକର୍ଡ ସଂଖ୍ୟକ ଦୁଇ ଚକିଆ ଓ ଚାରି ଚକିଆ ଯାନ ବିକ୍ରି ହୋଇଛି।
National
ପୁଣି ଅଶାନ୍ତ ହେଲାଣି ମଣିପୁର: ୫ ଜିଲ୍ଲାରେ ଲାଗୁ ହେଲା AFSPA
୬ ପୁଲିସ୍ ଷ୍ଟେସନରେ ଥିବା ୫ ଜିଲ୍ଲାରେ ଆର୍ମଡ ଫୋର୍ସ ସ୍ପେଶାଲ ପାୱାର ଆକ୍ଟ ବା ଆଫସା ଲାଗୁ କରାଯାଇଛି।