ଅଦ୍ୟତନ ହୋଇଛି
maxresdefault (2)
Advertisment
ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ କ୍ରାଇମବ୍ରାଞ୍ଚ ସ୍ପଷ୍ଟ କଲା ଦୁର୍ଘଟଣାଜନିତ ମୃତ୍ୟୁ। ପତ୍ନୀଙ୍କ ବିଦ୍ୟାଭାରତୀଙ୍କ ଅବହେଳା ଯୋଗୁଁ ସୌମ୍ୟଙ୍କ ଘଟିଲା। ଏଇ ଘଟଣାରେ ସରକାରଙ୍କ ଜଙ୍ଗଲମନ୍ତ୍ରୀ ବିକ୍ରିଖକେଶରୀ ଆରୁଖ ନାଁ ମଧ୍ୟ ଉଠିଲା। କିନ୍ତୁ ସେ ଖସିଗଲେ, ଏବେ ମମିତା ଘଟଣାରେ ବିରୋଧୀଙ୍କ ଟାର୍ଗେଟରେ ଗୃହରାଷ୍ଟ୍ରମନ୍ତ୍ରୀ , ଲୋକେ କହୁଛନ୍ତି ଫସିଗଲେ କି ମନ୍ତ୍ରୀ !
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/11/maxresdefault-2.jpg)