Advertisment

ଅଣ୍ଡା ବଦଳରେ ଅଣ୍ଡା କି?

କେନ୍ଦ୍ର ଜଳ ଶକ୍ତି ଓ ଜନଜାତି ବ୍ୟାପାର ମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ଗାଡି ଉପରକୁ ଛାତ୍ର ବିଜେଡି ଅଣ୍ଡା ମାଡ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଛାତ୍ର ବିଜେଡି ଆକ୍ରୋଶମୂଳକ ଭାବେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡା ମାଡ଼ କରିଥିବା କୁହାଯାଉଛି। ତାହାର ଜବାବରେ ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ଅଣ୍ଡା ମାଡ କରାଯାଇଥିବା ମଧ୍ୟ କୁହାଯାଉଛି।

ଅଣ୍ଡା ବଦଳରେ ଅଣ୍ଡା କି?

maxresdefault (17) (1)

Advertisment

କେନ୍ଦ୍ର ଜଳ ଶକ୍ତି ଓ ଜନଜାତି ବ୍ୟାପାର ମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ଗାଡି ଉପରକୁ ଛାତ୍ର ବିଜେଡି ଅଣ୍ଡା ମାଡ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଛାତ୍ର ବିଜେଡି ଆକ୍ରୋଶମୂଳକ ଭାବେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡା ମାଡ଼ କରିଥିବା କୁହାଯାଉଛି। ତାହାର ଜବାବରେ ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ଅଣ୍ଡା ମାଡ କରାଯାଇଥିବା ମଧ୍ୟ କୁହାଯାଉଛି।

Advertisment

Odisha Mamita Case Mamita Murder Case Odisha Reporter Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe