/odisha-reporter/media/post_attachments/uploads/2021/10/maxresdefault-18.jpg)
maxresdefault (18)
ଗାଁକୁ କାମ ମା’କୁ ସମ୍ମାନ ନାରା ଦେଉଛି କିଏ? ପାର୍ଲାମେଂଟରେ 33% ମହିଳା ସଂରକ୍ଷଣ କଥା ଉଠାଉଛି କିଏ? ଲିଙ୍କଗତ ସମାନତାର ନାରା ଦେଉଛି କିଏ? ଏହି ସବୁ କିଏ’ର ଗୋଟିଏ ଉତ୍ତର ବୋଧେ ବିଜୁ ଜନତା ଦଳ। ହେଲେ ପ୍ରକୃତରେ ନାରୀ ସୁରକ୍ଷା ଓ ନାରୀ ନିର୍ଯାତନା କଥା ଆସିଲା ବେଳକୁ ଏହି ବିଜୁ ଜନତା ଦଳର ନେତା ଓ ମନ୍ତ୍ରୀଙ୍କ ପାଟିରୁ କଥା କାହିଁକି ବାହାରୁ ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
