ଗାଁକୁ କାମ ମା’କୁ ସମ୍ମାନ ନାରା ଦେଉଛି କିଏ? ପାର୍ଲାମେଂଟରେ 33% ମହିଳା ସଂରକ୍ଷଣ କଥା ଉଠାଉଛି କିଏ? ଲିଙ୍କଗତ ସମାନତାର ନାରା ଦେଉଛି କିଏ? ଏହି ସବୁ କିଏ’ର ଗୋଟିଏ ଉତ୍ତର ବୋଧେ ବିଜୁ ଜନତା ଦଳ। ହେଲେ ପ୍ରକୃତରେ ନାରୀ ସୁରକ୍ଷା ଓ ନାରୀ ନିର୍ଯାତନା କଥା ଆସିଲା ବେଳକୁ ଏହି ବିଜୁ ଜନତା ଦଳର ନେତା ଓ ମନ୍ତ୍ରୀଙ୍କ ପାଟିରୁ କଥା କାହିଁକି ବାହାରୁ ନାହିଁ।
https://www.youtube.com/watch?v=6gNgGIy1954