/odisha-reporter/media/post_attachments/uploads/2021/11/maxresdefault-18-1-1.jpg)
maxresdefault (18) (1)
ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଘାରିଛି ବିରୋଧୀଙ୍କ କଳା ପତାକାର ଭୟ। ମନ୍ତ୍ରୀଙ୍କୁ ବିଳମ୍ବ କରି ଦେଲା ବିରୋଧୀଙ୍କ କଳାପତାକା । କାର୍ଯ୍ୟକ୍ରମରେ 2 ଘଣ୍ଟା ବିଳମ୍ବରେ ପହଞ୍ଚିଲେ ମନ୍ତ୍ରୀ ଅଶୋକ ପଣ୍ଡା ! ମନ୍ତ୍ରୀ କହିଲେ, ବିରୋଧୀଙ୍କ କଳା ପତାକା ଦେଖି ନାହାନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମନ୍ତ୍ରୀଙ୍କୁ ପ୍ରବଳ ବିରୋଧ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
