ସାଙ୍ଗଠନିକ ସମ୍ପାଦକ ମାଗୁଛନ୍ତି ମମିତା ହତ୍ୟା ଘଟଣାର ପ୍ରମାଣ !

କିଏ ଯୋଗଡ଼ କରିବ ମମିତା ହତ୍ୟା ଘଟଣାର ପ୍ରମାଣ ? ପୁଲିସ୍ ତଦନ୍ତକୁ ନେଇ ପ୍ରଶ୍ନ ଉଠୁଛି । କାହିଁକି ବାଟବଣା ହେଉଛି ତଦନ୍ତ ? ଏ ତମାମ ଦିଗକୁ ନେଇ ଏବେ ଟ୍ବିଟରରେ ଏକପ୍ରକାର ଶିତଳ ଯୁଦ୍ଧ ଚାଲିଛି ଉଭୟ ଶାସକ ଓ ବିରୋଧୀ ଦଳର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ।