Advertisment

କ୍ୟାପଟେନଙ୍କୁ ଖେଳାଇଲେ ଅଡ଼ୁଆ ଛାଡ଼ିଲେ ଅଡ଼ୁଆ !

ଲଢ଼େଇ ଚାଲିଛି, କ୍ରିକେଟ ନୁହେଁ ରାଜନୀତିର ଲଢ଼େଇ। ହେଲେ ହୋମ୍ ଗ୍ରାଉଣ୍ଡରେ କ୍ୟାପଟେନ୍ ଖେଳିବେ ନାହିଁ, ଦଳ କନଫ୍ୟୁଜ୍। କାରଣ ପ୍ରତିପକ୍ଷଙ୍କ ଗୁଗଲିରେ କେବଳ କ୍ୟାପଟେନ୍ କାହିଁକି ପୁରା ଦଳକୁ ଘାଇଲା କରିବାର ସାମର୍ଥ୍ୟ ରଖୁଛି। ଆଉ ହୋମ୍ ଗ୍ରାଉଣ୍ଡରେ କ୍ୟାପଟେନଙ୍କୁ ଛାଡ଼ିଲେ ବି ଅଡୁଆ। କାରଣ, କଳାହାଣ୍ଡି ଗ୍ରାଉଣ୍ଡରେ ଦର୍ଶକ ବା ଭୋଟରଙ୍କ ମନକୁ କ୍ୟାପଟେନଙ୍କ ଠାରୁ ଅଧିକ ବା ଜାଣିଛି କିଏ? ଏ ରିପୋର୍ଟ ଦେଖିଲେ ଆପଣମାନେ ବୁଝିପାରିବେ, ହୋମ ଗ୍ରାଉଣ୍ଡ , କ୍ୟାପଟେନ […]

ଅଦ୍ୟତନ ହୋଇଛି
କ୍ୟାପଟେନଙ୍କୁ ଖେଳାଇଲେ ଅଡ଼ୁଆ ଛାଡ଼ିଲେ ଅଡ଼ୁଆ !

maxresdefault (5) (1)

Advertisment

ଲଢ଼େଇ ଚାଲିଛି, କ୍ରିକେଟ ନୁହେଁ ରାଜନୀତିର ଲଢ଼େଇ। ହେଲେ ହୋମ୍ ଗ୍ରାଉଣ୍ଡରେ କ୍ୟାପଟେନ୍ ଖେଳିବେ ନାହିଁ, ଦଳ କନଫ୍ୟୁଜ୍। କାରଣ ପ୍ରତିପକ୍ଷଙ୍କ ଗୁଗଲିରେ କେବଳ କ୍ୟାପଟେନ୍ କାହିଁକି ପୁରା ଦଳକୁ ଘାଇଲା କରିବାର ସାମର୍ଥ୍ୟ ରଖୁଛି। ଆଉ ହୋମ୍ ଗ୍ରାଉଣ୍ଡରେ କ୍ୟାପଟେନଙ୍କୁ ଛାଡ଼ିଲେ ବି ଅଡୁଆ। କାରଣ, କଳାହାଣ୍ଡି ଗ୍ରାଉଣ୍ଡରେ ଦର୍ଶକ ବା ଭୋଟରଙ୍କ ମନକୁ କ୍ୟାପଟେନଙ୍କ ଠାରୁ ଅଧିକ ବା ଜାଣିଛି କିଏ? ଏ ରିପୋର୍ଟ ଦେଖିଲେ ଆପଣମାନେ ବୁଝିପାରିବେ, ହୋମ ଗ୍ରାଉଣ୍ଡ , କ୍ୟାପଟେନ ଆଉ କୋଉ ଟିମ୍ କଥା ଆମେ କହୁଛୁ….

Advertisment

Odisha Odisha Reporter Mamita Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe