/odisha-reporter/media/post_attachments/uploads/2021/10/maxresdefault-21-2.jpg)
maxresdefault (21) (2)
ରାଜ୍ୟର ବରିଷ୍ଠ ରାଜନେତାମାନେ ଏବେ ପ୍ରଶ୍ନ ଉଠାଉଛନ୍ତି କି ନବୀନଙ୍କୁ ଫସାଇବାକୁ ଚାଲିଛି କି ଯୋଜନା? ବିଜୟ ମହାପାତ୍ର ନିକଟରେ ପ୍ରେସମିଟି କଲେ । କହିଲେ ମମିତା ମେହେର ଏବଂ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖାଯାଇଛି। ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ମନ୍ତ୍ରୀ ମିଶ୍ରଙ୍କର କଲ ରେକର୍ଡ ହେରିକା ଏକ ସିଲଡ୍ କଭରରେ ପୁଲିସ, ଥାର୍ଡ ଫ୍ଲୋରକୁ ପଠାଇଛି। ଥାର୍ଡ ଫ୍ଲୋର ହେଉଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ମୁଖ୍ୟମନ୍ତ୍ରୀ ଯଦି ଏହି କଲ ରେକର୍ଡ ବିଷୟରେ ଜାଣିଥା’ନ୍ତେ ତା’ହେଲେ କ’ଣ ଗୋଟିଏ ଆକ୍ସନ ନେଇଥା’ନ୍ତେ
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
