/odisha-reporter/media/post_attachments/uploads/2021/11/maxresdefault-19-1-1.jpg)
maxresdefault (19) (1)
ଦିନ ବଢ଼ିବା ସହ ଅଡୁଆ ସୂତାରେ ଛନ୍ଦି ହେଉଛି ମାମଲା । ମମିତାଙ୍କୁ କାହିଁକି ବିଭତ୍ସ ଭାବେ ହତ୍ୟା କରିଥିଲା ଗୋବିନ୍ଦ ସାହୁ? ଗୋବିନ୍ଦ ସାହୁର ହ୍ୟାଣ୍ଡରାଇଟିଂରୁ ମିଳିବ କି ବଡ଼ ପ୍ରମାଣ? ଖୋଲିବ କି ସନସାଇନ ସ୍କୁଲ ଓ ମହାଲିଙ୍ଗ କଲେଜର ଗୁମର? କାହିଁକି ଗୋବିନ୍ଦର ହସ୍ତାକ୍ଷର ଯାଞ୍ଚ କରିବାକୁ ଆବେଦନ କଲା ପୁଲିସ? ବହୁ ଚର୍ଚ୍ଚିତ ମମିତା ମେହର ହତ୍ୟାକାଣ୍ଡ ମାମଲାରେ ନୂଆ ମୋଡ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
