୨୮ରେ ବାହାଘର ୨୯ରେ ହତ୍ୟା

ଏପ୍ରିଲ ୨୮ରେ ବାହାଘର । ମେ ୨୯ରେ ହତ୍ୟା । ମାସେ ବି ପୁରିଲାନି । ଯୌତୁକ ପାଇଁ ତଣ୍ଟି ଚିପିଦେଲେ ସ୍ୱାମୀ ! କାନ୍ଦୁଛି ବାପା ମୁଣ୍ଡପିଟୁଛି ମା’ । କେତେ ଖୁସିରେ ନିଜ ଅଲିଅଳି ଝିଅର 20 ଏପ୍ରିଲରେ ରିଙ୍ଗ ସେରିମନି ହୋଇଥିଲା ..ମାତ୍ର 8 ଦିନ ପରେ ଏପ୍ରିଲ 28ରେ ଭୁବନେଶ୍ଵରରେ ବାହାଘର କରି ଝିଅକୁ ଘରୁ ବିଦା କରିଥିଲେ..

or page

Pujarani Nayak
  • Published: Wednesday, 01 June 2022
  • , Updated: 01 June 2022, 05:07 PM IST

ଏପ୍ରିଲ ୨୮ରେ ବାହାଘର । ମେ ୨୯ରେ ହତ୍ୟା । ମାସେ ବି ପୁରିଲାନି । ଯୌତୁକ ପାଇଁ ତଣ୍ଟି ଚିପିଦେଲେ ସ୍ୱାମୀ ! କାନ୍ଦୁଛି ବାପା ମୁଣ୍ଡପିଟୁଛି ମା' । କେତେ ଖୁସିରେ ନିଜ ଅଲିଅଳି ଝିଅର 20 ଏପ୍ରିଲରେ ରିଙ୍ଗ ସେରିମନି ହୋଇଥିଲା ..ମାତ୍ର 8 ଦିନ ପରେ ଏପ୍ରିଲ 28ରେ ଭୁବନେଶ୍ଵରରେ ବାହାଘର କରି ଝିଅକୁ ଘରୁ ବିଦା କରିଥିଲେ..

https://youtu.be/y27PShUF4U4

Related story