"୫ ଦିନ ୫ ରାତି କଟିଲାଣି।ଦେଖାଯାଉ ଆଉ କେତେଦିନ ଯିବ। ଯେବେଠୁ ବନ୍ୟା ବୁଡ଼ାଇଛି ସେବେଠୁ ଏଇ ଟ୍ରକ ହିଁ ତାଙ୍କପାଇଁ ସାହା ଭରସା ପାଲଟିଛି।ଘରଦ୍ୱାର ସବୁ ବୁଡ଼ିଯାଇଛି। ସେଇଠି ଖାଉଛନ୍ତି ସେଇଠି ଶୋଉଛନ୍ତି।Advertisment "