ନିର୍ଯାତନାର ଲମ୍ବା ଫର୍ଦ୍ଦ

ଗିରଫ ହେବା ପରେ ବି ବଢ଼ିବାରେ ଲାଗିଛି ଅଭିଯୋଗର ଲମ୍ବା ତାଲିକା । ମାନବବାଦର ଦ୍ୱାହି ଦେଇ ନିରୀହ ଆଦିବାସୀଙ୍କୁ ଅତ୍ୟାଚାର କରୁଥିବା ଆତ୍ମଘୋଷିତ ଗୁରୁଜୀ ମାନସ ଦାସ ଗିରଫ ହେବା ପରେ ବି ବଢ଼ିବାରେ ଲାଗିଛି ଅଭିଯୋର ଲମ୍ବା ତାଲିକା।