କାହିଁକି ବାରମ୍ବାର ଫଶୁଛନ୍ତି ମନ୍ତ୍ରୀ ପ୍ରତାପ ଜେନା ଏବଂ ଦିବ୍ୟଶଙ୍କର ମିଶ୍ର? ପରିବାରର ଅଭିଯୋଗ ପରେ କାହିଁକି ନିଜଆଡୁ ମାମଲା ରୁଜୁ କରୁନାହିଁ ପୁଲିସ? ସାଙ୍ଘାତିକ ଓ ସଙ୍ଗୀନ ଅଭିଯୋଗ ପରେ କାହିଁକି ପୁଲିସର ନରମ ମନୋଭାବ? ବଡ଼ ବଡ଼ିଆଙ୍କ ଚାପରେ ଫଶିଯାଇଛି କି ଆମ ରାଜ୍ୟ ପୁଲିସ?
https://youtu.be/OF-OgFW4JgY