/odisha-reporter/media/post_attachments/uploads/2022/03/OR-CONTENT-PAGE.jpg)
OR CONTENT PAGE
ମାପିଚୁପି ପଦେ ପଦେରେ ଉତ୍ତର ସାରୁଛନ୍ତି ଶର୍ମିଷ୍ଠା। ଯାହାକୁ ନେଇ ଚିନ୍ତାରେ ପଡିଛି କ୍ରାଇମବ୍ରାଞ୍ଚ ଟିମ। କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ମୁହାଁମୁହିଁ କରି ଜେରା କରିଥିଲା। କିଏ କେତେ ସତ କହୁଛି ତାହା ସାମ୍ନାକୁ ଆଣିବା ପାଇଁ ଏଭଳି କରିଥିଲେ ବି ସଫଳ ହୋଇନି। ଗୁଡେଇ ତୁଡେଇ ପ୍ରଶ୍ନ ପଚାରିଥିଲେ ବି କ୍ରାଇମବ୍ରାଞ୍ଚ ଟିମକୁ ନୟାନ୍ତ କରିଛନ୍ତି ଶର୍ମିଷ୍ଠା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
