/odisha-reporter/media/post_attachments/uploads/2022/11/manmohan.jpg)
manmohan
ଓଡ଼ିଶା ରାଜନୀତିରେ ପୁରୁଣା ନାଁ ମନମୋହନ ସାମଲ। ଥରକୁ ଥର ହାରି ଧାମନଗରକୁ ଜାଣିଥିବା ମନମୋହନ, ଏଥର ଦୁନିଆକୁ ଜଣାଇଦେଲେ। ତାଙ୍କର କରାମତି ଓ କୌଶଳରେ ଧାମନଗର ସାରା ଭାରତରେ ସ୍ୱତନ୍ତ୍ର ପରିଚୟ ନେଇଗଲା। ଦିବଂଗତ ନେତା ବିଷ୍ଣୁଙ୍କୁ ରାଜନୀତି ଶିଖାଇଥିବା ମନମୋହନ ଏବେ ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଧାୟକ ଭାବେ ଗଢ଼ି ତୋଳିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
