ଏଥରର ମନ୍ଥନରେ ‘କାହିଁକି ଚାଇଲ୍ଡ ପର୍ଣ୍ଣ’ ?

ଦେଶର ବିଭିନ୍ନ ସ୍ଥାନରେ ଚାଇଲ୍ଡ ପର୍ଣ୍ଣକୁ ନେଇ ସିବିଆଇର ଚଢ଼ାଉ ପରେ ଏବେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା । କଣ ଏହି ଚାଇଲ୍ଠ ପର୍ଣ୍ଣ, ଏହାକୁ କିପରି ରୋକାଯାଇ ପାରିବ, ସରକାର ଏହାକୁ ନେଇ କଣ କରିବା ଆବଶ୍ୟକ ଏ ତମାମ ବିଷୟକୁ ନେଇ ଏଥରର ମନ୍ଥନରେ ଆମର ପ୍ରସଙ୍ଗ ‘କାହିଁକି ଚାଇଲ୍ଡ ପର୍ଣ୍ଣ’ ?