flood
Advertisment
ଆଣ୍ଠୁଏ ପାଣିରୁ ଛାଣି ଆଣୁଛି ପଚା ଧାନଗଛକୁ। ଆଉ ତାକୁ ହାତରେ ଧରି ସେମିତି ଚାହିଁରହୁଛି। ମନର ଭାଷାକୁ ପ୍ରକାଶ ସିନା କରିପାରୁନି କିନ୍ତୁ ଛାତିରେ ଛାତିଏ କୋହ।