Advertisment

ଆସ୍ଥା ହରାଉଛନ୍ତି ଶରତ !

ଓଡ଼ିଶା କଂଗ୍ରେସରେ ଚାଲିଛି ଇସ୍ତଫା ପର୍ବ। ପୁଣି ଦଳକୁ ଲାଗିଲା ଡବଲ ଝଟକା। ଶରତଙ୍କ ଉପରୁ ଆସ୍ଥା ହରାଉଛନ୍ତି ନେତା ଓ କର୍ମୀ। ପ୍ରଭାରୀ ଚେଲ୍ଲାକୁମାରଙ୍କ ଉପରେ ବର୍ଷିଲେ ନେତା। କଟକ ନଗର କଂଗ୍ରେସରେ ଭୁଷୁଡିଲା ଗଡ଼।

author-image
Sonali Kabi
ଆସ୍ଥା ହରାଉଛନ୍ତି ଶରତ !

sarat

ଓଡ଼ିଶା କଂଗ୍ରେସରେ ଚାଲିଛି ଇସ୍ତଫା ପର୍ବ। ପୁଣି ଦଳକୁ ଲାଗିଲା ଡବଲ ଝଟକା। ଶରତଙ୍କ ଉପରୁ ଆସ୍ଥା ହରାଉଛନ୍ତି ନେତା ଓ କର୍ମୀ। ପ୍ରଭାରୀ ଚେଲ୍ଲାକୁମାରଙ୍କ ଉପରେ ବର୍ଷିଲେ ନେତା। କଟକ ନଗର କଂଗ୍ରେସରେ ଭୁଷୁଡିଲା ଗଡ଼।

Advertisment

Congress Odisha Congress Odisha Congress Politics