/odisha-reporter/media/post_attachments/uploads/2022/05/content-page.jpg)
content page
ବୈଦିକ ରିତିରିବାଜରେ ବିଶ୍ବନାଥ ରାଜୁ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ମନିଷା। ବାହାଘରର ଦେଢ଼ବର୍ଷ ପରେ ମନିଷାଙ୍କୁ ଘରୁ ତଡ଼ି ଦେଇଥିଲେ ଶାଶୁଘର ଲୋକେ। ଯନ୍ତ୍ରଣାର ଦହଗଞ୍ଜ ଭିତରେ କିଛିଦିନ କାଟିବା ପରେ ଆତ୍ମହତ୍ୟା କରିବେବୋଲି ଚରମ ନିଷ୍ପତ୍ତି ନେଇଥିଲେ। ପାରଳାଖେମୁଣ୍ଡି ଅଞ୍ଚଳର ଏଇ ଘଟଣା ଏବେ ଚାରିଆଡେ ପ୍ରଘଟ ହୋଇସାରିଲାଣି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
