ବେଦିରେ ବସିଛନ୍ତି ଦୁଇଜଣ HIV ପଜିଟିଭ୍

ବର କନ୍ୟା ବେଦି ଉପରେ ବସିଛନ୍ତି । ହୋମ ନିଆଁ ଜଳୁଛି..ହାତଗଣ୍ଠି ପଡୁଛି ଆଉ କଉଡ଼ି ଖେଳ ବି ଚାଲିଛି..ଆଜି ଆମେ ଆପଣଙ୍କୁ ଯେଉଁ ବାହାଘର ଦୃଶ୍ୟ ଦେଖାଉଛୁ ତାହା ଏକ ସାଧାରଣ ବାହାଘର ନୁହେଁ ବରଂ ଏଠାରେ ଚାଲିଛି ଏକ ନିଆରା ବାହାଘର । ଯେଉଁଠି ବେଦିରେ ବସିଛନ୍ତି ଦୁଇଜଣ HIV ପଜିଟିଭ । ଆଉ ଏହି ବିଭାଘର ଅନୁଷ୍ଠିତ ହଜେଉଛି ଶ୍ରଦ୍ଧା ସଂଜୀବନୀ ଚାଇଲଡ କେୟାର ହୋମରେ ।