Advertisment

ବେଦିରେ ବସିଛନ୍ତି ଦୁଇଜଣ HIV ପଜିଟିଭ୍

ବର କନ୍ୟା ବେଦି ଉପରେ ବସିଛନ୍ତି । ହୋମ ନିଆଁ ଜଳୁଛି..ହାତଗଣ୍ଠି ପଡୁଛି ଆଉ କଉଡ଼ି ଖେଳ ବି ଚାଲିଛି..ଆଜି ଆମେ ଆପଣଙ୍କୁ ଯେଉଁ ବାହାଘର ଦୃଶ୍ୟ ଦେଖାଉଛୁ ତାହା ଏକ ସାଧାରଣ ବାହାଘର ନୁହେଁ ବରଂ ଏଠାରେ ଚାଲିଛି ଏକ ନିଆରା ବାହାଘର । ଯେଉଁଠି ବେଦିରେ ବସିଛନ୍ତି ଦୁଇଜଣ HIV ପଜିଟିଭ । ଆଉ ଏହି ବିଭାଘର ଅନୁଷ୍ଠିତ ହଜେଉଛି ଶ୍ରଦ୍ଧା ସଂଜୀବନୀ ଚାଇଲଡ କେୟାର ହୋମରେ ।

ଅଦ୍ୟତନ ହୋଇଛି
ବେଦିରେ ବସିଛନ୍ତି ଦୁଇଜଣ HIV ପଜିଟିଭ୍

maxresdefault (1)

Advertisment

ବର କନ୍ୟା ବେଦି ଉପରେ ବସିଛନ୍ତି । ହୋମ ନିଆଁ ଜଳୁଛି..ହାତଗଣ୍ଠି ପଡୁଛି ଆଉ କଉଡ଼ି ଖେଳ ବି ଚାଲିଛି..ଆଜି ଆମେ ଆପଣଙ୍କୁ ଯେଉଁ ବାହାଘର ଦୃଶ୍ୟ ଦେଖାଉଛୁ ତାହା ଏକ ସାଧାରଣ ବାହାଘର ନୁହେଁ ବରଂ ଏଠାରେ ଚାଲିଛି ଏକ ନିଆରା ବାହାଘର । ଯେଉଁଠି ବେଦିରେ ବସିଛନ୍ତି ଦୁଇଜଣ HIV ପଜିଟିଭ । ଆଉ ଏହି ବିଭାଘର ଅନୁଷ୍ଠିତ ହଜେଉଛି ଶ୍ରଦ୍ଧା ସଂଜୀବନୀ ଚାଇଲଡ କେୟାର ହୋମରେ ।

Advertisment

Odisha Odisha Reporter Berhampur Human Interest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe