/odisha-reporter/media/post_attachments/uploads/2022/09/education.jpg)
education
ଭୁବନେଶ୍ୱର ଛାତିରେ ଥିବା ପ୍ରଶାନ୍ତି ବିହାରର ଏକ ସ୍କୁଲ ଯେଉଁଠି ପ୍ରାୟ ୨୦୦ ଛାତ୍ରଛାତ୍ରୀ, ହେଲେ ଶିକ୍ଷକ ମାତ୍ର ଜଣେ। ଚିନ୍ତା କରନ୍ତୁ ରାଜଧାନୀରେ ସ୍କୁଲର ଯଦି ଏଭଳି ଅବସ୍ଥା ତେବେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ହାଲ୍ କଣ? ଏଇଠୁ ପାଖାପାଖି ୫ କି ୬ କିମି ଦୂରରେ ରହନ୍ତି ଆମ ଗଣଶିକ୍ଷାମନ୍ତ୍ରୀ। ହେଲେ ସେ ବୋଧେ ଜାଣିନାହାନ୍ତି ରାଜଧାନୀରେ କେବେଠୁ ଶିକ୍ଷକ ଅଭାବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
