/odisha-reporter/media/post_attachments/uploads/2022/06/ganasikhya-2.jpg)
ganasikhya
୩୦ ପିଲାଙ୍କୁ ଜଣେ ଶିକ୍ଷକ। ଯଦି ଗୋଟିଏ ସ୍କୁଲରେ ଅଷ୍ଟମ ଶ୍ରେଣୀ ଯାଏଁ କ୍ଲାସ ଅଛି। ଆଉ ମୋଟ ୬୦ ଜଣ ଛାତ୍ରଛାତ୍ରୀ ଅଛନ୍ତି। ତେବେ ୮ଟି ଶ୍ରେଣୀକୁ ୨ ଜଣ ଶିକ୍ଷକ ପାଠ ପଢ଼ାଇବେ। ଜଣେ ଶିକ୍ଷକଙ୍କୁ ଚାରିଟି କ୍ଲାସ୍। ଦିନକ ୬ ଘଣ୍ଟା ସ୍କୁଲ। ଅର୍ଥାତ ଗୋଟିଏ କ୍ଲାସକୁ ଦେଢ଼ ଘଣ୍ଟା ବି ପଢ଼ୁନି। ଆଉ ଏଥିରେ ଗୁଣାତ୍ମକ ଶିକ୍ଷା ଆଶା କରୁଛନ୍ତି ଆମ ଗଣଶିକ୍ଷା ମନ୍ତ୍ରୀ!
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
