/odisha-reporter/media/post_attachments/uploads/2021/04/maxresdefault-1-2.jpg)
maxresdefault (1) (2)
କାଇ ପିମ୍ପୁଡ଼ି ଏବେ ମୟୁରଭଞ୍ଜ ଜିଲ୍ଲାର ଭୌଗୋଳିକ ପରିଚୟ ବା GI ଟ୍ୟାଗ ହେବାକୁ ଆବେଦନ ହୋଇଛି ଯାହାର ମାନ୍ୟତା ମିଳିଲେ କାଇକୁ ନେଇ ମୟୁରଭଞ୍ଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି ହେବ । ଶୁଣନ୍ତୁ ଏହାର ଚାହିଦା ଓ ମୟୁରଭଞ୍ଜ ବାସୀଙ୍କ ଦାବିକୁ ନେଇ ଆମର ଏହି ସ୍ପେସିଆଲ ରିପୋର୍ଟ
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
