‘ଏଠି ହିଟଲର ଶାସନ ଚାଲିଛି’

”କେନ୍ଦ୍ରର ବିଜେପି ସରକାର ଦେଶରେ ହିଟଲର ଶାସନ ଚଳାଇଛନ୍ତି। ସମସ୍ତ ବିରୋଧୀଙ୍କ ମୁହଁ ବନ୍ଦ କରିବା ପାଇଁ ସିବିଆଇ, ଇଡିକୁ ବ୍ୟବହାର କରୁଛି”। ଶୁଣନ୍ତୁ ଏନେଇ କଣ କହୁଛନ୍ତି କଂଗ୍ରେସ ବିଧାୟକ।