Advertisment

‘ଭିତରେ ଭିତରେ ଚେର କାଟନ୍ତି ମୀରା ପରିଡ଼ା’

ରାଜ୍ୟର ବିଭିନ୍ନ ଜିଲ୍ଲାର କିନ୍ନରମାନେ ଏକଜୁଟ୍ ହୋଇ ବିଜେଡ଼ି ନେତ୍ରୀ ମୀରା ପରିଡ଼ା ଓ ସାଧନା ସାହୁଙ୍କ ବିରୋଧରେ ଗର୍ଜନ କରିଛନ୍ତି। ଶଖା ସଂଗଠନ ଜରିଆରେ ଆଇକାର୍ଡ କରି ଅନେକ କିନ୍ନରଙ୍କୁ ଠକିଥିବା କଥା କହିଛନ୍ତି କିନ୍ନର।

author-image
Debendra Prusty
ଅଦ୍ୟତନ ହୋଇଛି
‘ଭିତରେ ଭିତରେ ଚେର କାଟନ୍ତି ମୀରା ପରିଡ଼ା’

meera

ରାଜ୍ୟର ବିଭିନ୍ନ ଜିଲ୍ଲାର କିନ୍ନରମାନେ ଏକଜୁଟ୍ ହୋଇ ବିଜେଡ଼ି ନେତ୍ରୀ ମୀରା ପରିଡ଼ା ଓ ସାଧନା ସାହୁଙ୍କ ବିରୋଧରେ ଗର୍ଜନ କରିଛନ୍ତି। ଶଖା ସଂଗଠନ ଜରିଆରେ ଆଇକାର୍ଡ କରି ଅନେକ କିନ୍ନରଙ୍କୁ ଠକିଥିବା କଥା କହିଛନ୍ତି କିନ୍ନର।

Advertisment

Kinnars Meera Parida Transgenders