/odisha-reporter/media/post_attachments/uploads/2023/01/girl-2.jpg)
girl
ଅଧରାତିରେ ମଦ୍ୟପ ଯୁବତୀଙ୍କ ହାଇଡ୍ରାମା। ବଡ଼ଗଡ଼ ଥାନା ଅଂଚଳରେ ଯୁବତୀଙ୍କ ହଂଗାମା। ରାସ୍ତାରେ ବୁଲିଲେ, ଯାହାକୁ ପାରିଲେ ଗାଳିକଲେ. ପୋଲିସ ଓ ପିସିଆରକୁ ମଧ୍ୟ ନାକେଦମ କଲେ। କଳ୍ପନା ଛକ ନିକଟରେ ଘଟିଛି ଏଭଳି ଘଟଣା। ଲେଟ ନାଇଟ ପାର୍ଟି ପରେ ଯୁବତୀ ଉନ୍ମତ୍ତ ହୋଇଥିଲେ ବୋଲି କୁହାଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
