Advertisment

ରାତି ଅଧରେ ଯୁବତୀଙ୍କ ହାଇଡ୍ରାମା!

ଅଧରାତିରେ ମଦ୍ୟପ ଯୁବତୀଙ୍କ ହାଇଡ୍ରାମା। ବଡ଼ଗଡ଼ ଥାନା ଅଂଚଳରେ ଯୁବତୀଙ୍କ ହଂଗାମା। ରାସ୍ତାରେ ବୁଲିଲେ, ଯାହାକୁ ପାରିଲେ ଗାଳିକଲେ. ପୋଲିସ ଓ ପିସିଆରକୁ ମଧ୍ୟ ନାକେଦମ କଲେ। କଳ୍ପନା ଛକ ନିକଟରେ ଘଟିଛି ଏଭଳି ଘଟଣା। ଲେଟ ନାଇଟ ପାର୍ଟି ପରେ ଯୁବତୀ ଉନ୍ମତ୍ତ ହୋଇଥିଲେ ବୋଲି କୁହାଯାଉଛି।

ରାତି ଅଧରେ ଯୁବତୀଙ୍କ ହାଇଡ୍ରାମା!

girl

Advertisment

ଅଧରାତିରେ ମଦ୍ୟପ ଯୁବତୀଙ୍କ ହାଇଡ୍ରାମା। ବଡ଼ଗଡ଼ ଥାନା ଅଂଚଳରେ ଯୁବତୀଙ୍କ ହଂଗାମା। ରାସ୍ତାରେ ବୁଲିଲେ, ଯାହାକୁ ପାରିଲେ ଗାଳିକଲେ. ପୋଲିସ ଓ ପିସିଆରକୁ ମଧ୍ୟ ନାକେଦମ କଲେ। କଳ୍ପନା ଛକ ନିକଟରେ ଘଟିଛି ଏଭଳି ଘଟଣା। ଲେଟ ନାଇଟ ପାର୍ଟି ପରେ ଯୁବତୀ ଉନ୍ମତ୍ତ ହୋଇଥିଲେ ବୋଲି କୁହାଯାଉଛି।

Advertisment

Night Party Night Life Bhubaneswar Night
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe