ବୈଠକରେ ଯୋଗ ଦେଇଥିବା ଅଧ୍ୟାପକ ଦୋଷୀ। ହେଲେ ମନ୍ତ୍ରୀ ନିର୍ଦ୍ଦୋଷ। ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ବିରୋଧରେ କାହିଁକି ହେବନି କାର୍ଯ୍ୟାନୁଷ୍ଠାନ? ମନ୍ତ୍ରୀ କଣ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ନାହାନ୍ତି? ଏକଥା କିଏ ସ୍ପଷ୍ଟ କରିବ? ନିର୍ବାଚନ ବେଳେ ସରକାରୀ କଲେଜ ଓ ଅଧ୍ୟକ୍ଷଙ୍କ ବୈଠକ କାହିଁକି ଡାକିଥିଲେ ମନ୍ତ୍ରୀ?
https://youtu.be/uGu4P386HcE
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Viral
ବନ୍ଦେ ଭାରତର ଶୁଭାରମ୍ଭ ବେଳେ ରେଳ ଧାରଣାକୁ ଖସି ପଡ଼ିଲେ ବିଧାୟକ, ଭାଇରାଲ ହେଉଛି ଭିଡିଓ
ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ସମୟରେ ସରିତା ବାହାଦୁରିଆ ରେଳ ଧାରଣାକୁ ଖସି ପଡିଥିଲେ।
National
କେତେ ଦିନ ଯାଏ ମୁଖ୍ୟମନ୍ତ୍ରୀ ରହିବେ ଆତିଶୀ? ଜବାବ ଦେଲେ ଆପ୍ ନେତା
ଅପରାହ୍ନ ସାଢ଼େ ୪ଟାରେ ଅରବିନ୍ଦ କେଜ୍ରିଓ୍ୱାଲ ଇସ୍ତଫା ଦେବେ।
National
ଆରଜି କର ପୀଡିତାଙ୍କ ଫଟୋ-ନାଁ ଡିଲିଟ୍ କରିବାକୁ ୱିକିପୀଡିଆକୁ ନିର୍ଦ୍ଦେଶ
ତୁରନ୍ତ ୱିକିପୀଡିଆରୁ ଆରଜି କର ଦୁଷ୍କର୍ମ ପୀଡିତାଙ୍କ ଫଟୋ ଏବଂ ନାମ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
Politics
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ
ଆତିଶୀଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ସୁପାରିଶ କରିଛନ୍ତି ଅରବିନ୍ଦ କେଜ୍ରିୱାଲ।
National
ମର୍ଣ୍ଣିଂ ଓ୍ୱାକ୍ରେ ଯାଇଥିଲେ ବିଜେପି ନେତା, ଗୁଳି କରିଦେଲେ ଦୁର୍ବୃତ୍ତ
ସବୁଦିନ ଭଳି ଆଜି ବି ସେ ସକାଳୁ ମର୍ଣ୍ଣିଂ ଓ୍ୱାକ୍ରେ ଯାଇଥିଲେ। ଏହି ସମୟରେ ଲେବର କଲୋନୀ ବ୍ରିଜ ଉପରେ ବିଜେପି କାଉନସିଲରଙ୍କୁ ଦୁର୍ବୃତ୍ତମାନେ ଗୁଳି ମାଡ଼ କରିଥିଲେ।