Advertisment

ମନ୍ତ୍ରୀ ବୈଠକ ନେଲେ, ଅଧ୍ୟାପକ ଦୋଷୀ ହେଲେ

ବୈଠକରେ ଯୋଗ ଦେଇଥିବା ଅଧ୍ୟାପକ ଦୋଷୀ। ହେଲେ ମନ୍ତ୍ରୀ ନିର୍ଦ୍ଦୋଷ। ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ବିରୋଧରେ କାହିଁକି ହେବନି କାର୍ଯ୍ୟାନୁଷ୍ଠାନ? ମନ୍ତ୍ରୀ କଣ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ନାହାନ୍ତି? ଏକଥା କିଏ ସ୍ପଷ୍ଟ କରିବ? ନିର୍ବାଚନ ବେଳେ ସରକାରୀ କଲେଜ ଓ ଅଧ୍ୟକ୍ଷଙ୍କ ବୈଠକ କାହିଁକି ଡାକିଥିଲେ ମନ୍ତ୍ରୀ?

ମନ୍ତ୍ରୀ ବୈଠକ ନେଲେ, ଅଧ୍ୟାପକ ଦୋଷୀ ହେଲେ

minister

Advertisment

ବୈଠକରେ ଯୋଗ ଦେଇଥିବା ଅଧ୍ୟାପକ ଦୋଷୀ। ହେଲେ ମନ୍ତ୍ରୀ ନିର୍ଦ୍ଦୋଷ। ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ବିରୋଧରେ କାହିଁକି ହେବନି କାର୍ଯ୍ୟାନୁଷ୍ଠାନ? ମନ୍ତ୍ରୀ କଣ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ନାହାନ୍ତି? ଏକଥା କିଏ ସ୍ପଷ୍ଟ କରିବ? ନିର୍ବାଚନ ବେଳେ ସରକାରୀ କଲେଜ ଓ ଅଧ୍ୟକ୍ଷଙ୍କ ବୈଠକ କାହିଁକି ଡାକିଥିଲେ ମନ୍ତ୍ରୀ?

Advertisment

Naveen Patnaik BjD Rohit Pujari Padmapur Lecturer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe