Advertisment

ଯେମିତି ଦେଖିବୁ ଦେଖ, ସବୁଯାକ ସମାନ!

ସରକାରୀ ସ୍କୁଲରେ ଜଳଜଳ ଅବ୍ୟବସ୍ଥା। ଏଭଳି ବ୍ୟବସ୍ଥା ବର୍ଷ ବର୍ଷ ଧରି ପ୍ରାୟତଃ ସବୁ ସ୍କୁଲରେ ଦେଖାଯାଉଛି। ଉପାନ୍ତ ଅଞ୍ଚଳର ଗାଁ ଗହଳି ସ୍କୁଲ କଥା ନକହିବା ଭଲ। ଅବ୍ୟବସ୍ଥାକୁ ସୁଧାରିବାକୁ ଗଣଶିକ୍ଷା ବିଭାଗର କୌଣସି ତାଗିଦ କାମ ଦେଉ ନାହିଁ। ହାତ ଟେକି ଦେଲେଣି ମନ୍ତ୍ରୀ।

author-image
Debendra Prusty
ଯେମିତି ଦେଖିବୁ ଦେଖ, ସବୁଯାକ ସମାନ!

hata tekidele

ସରକାରୀ ସ୍କୁଲରେ ଜଳଜଳ ଅବ୍ୟବସ୍ଥା। ଏଭଳି ବ୍ୟବସ୍ଥା ବର୍ଷ ବର୍ଷ ଧରି ପ୍ରାୟତଃ ସବୁ ସ୍କୁଲରେ ଦେଖାଯାଉଛି। ଉପାନ୍ତ ଅଞ୍ଚଳର ଗାଁ ଗହଳି ସ୍କୁଲ କଥା ନକହିବା ଭଲ। ଅବ୍ୟବସ୍ଥାକୁ ସୁଧାରିବାକୁ ଗଣଶିକ୍ଷା ବିଭାଗର କୌଣସି ତାଗିଦ କାମ ଦେଉ ନାହିଁ। ହାତ ଟେକି ଦେଲେଣି ମନ୍ତ୍ରୀ।

Advertisment

Mass Education Minister School Condition