Advertisment

ମନ୍ତ୍ରୀଙ୍କ ପତ୍ନୀଙ୍କ ନାଁରେ ଅଛି ୬୫ଟି ଗାଡ଼ି

ଚର୍ଚ୍ଚାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ନିଜ ସଂପତ୍ତି ତାଲିକାକୁ ନେଇ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏହି ମନ୍ତ୍ରୀଙ୍କ ପତ୍ନୀଙ୍କ ନାଁରେ ରହିଛି ୬୫ଟି ଗାଡ଼ି। ସମସ୍ତ ଗାଡ଼ି କମର୍ସିଆଲ୍‌ ବୋଲି ଦର୍ଶାଯାଇଛି। ତେବେ ଏହି ଗାଡ଼ି ମଧ୍ୟରୁ କେବଳ ୨୦୨୧ରେ ୧୮ଟି ଗାଡ଼ି କିଣାଯାଇଛି।

naba

Naba Das Minister's Business Naba Wife
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe