ମନ୍ତ୍ରୀଙ୍କ ପିଏଙ୍କ କଥା ଶୁଣି ରାଗରେ ପାଚିଗଲେ ମହିଳାମାନେ। ଗୁହାରୀ ଜଣାଇବାକୁ ମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ ଓଡିଶା ସବୁଜ ପତ୍ରିକାଧାରୀ ମହିଳା ସଂଘ। ମନ୍ତ୍ରୀ ଗୁହାରି ଶୁଣିବେ କଣ, ଓଲଟା ମନ୍ତ୍ରୀଙ୍କ ପିଏ ମହିଳାମାନଙ୍କୁ କହିଲେ, ଗେଟ୍ ଆଉଟ୍ । ଖାଲି ସେତିକି ନୁହେଁ, ଅଧିକ କହିଲେ, ପୁଲିସକୁ ଡାକି ଧକ୍କା ମାରି ବାହାର କରି ଦେବେ ବୋଲି ଧମକ ମଧ୍ୟ ମିଳିଲା।
https://www.youtube.com/watch?v=Rr2G9aikw4k